ନମସ୍କାର,
ମୁଁ ଆପଣଙ୍କର ମୋ ବଟ୍

ମୁଁ ଆପଣଙ୍କୁ କିପରି ସାହାଯ୍ୟ କରିପାରିବି?

ପ୍ରତିରକ୍ଷା ଏବଂ ପୋଲିସ ରେ

ବୃତ୍ତି

ଭାରତୀୟ ତଟରକ୍ଷୀ ବାହିନୀ


ଭାରତୀୟ ତଟରକ୍ଷୀ ବାହିନୀ

NCS CODE: NA | DF001

ଭାରତୀୟ ତଟରକ୍ଷୀ ବାହିନୀ ହେଉଛି ଏକ ବହୁମୁଖୀ ସଂଗଠନ ଯାହା ସମୁଦ୍ରରେ ବର୍ଷ ସାରା କାର୍ଯ୍ୟ କରିଥାଏ ।  ଏହା ଅପେକ୍ଷାକୃତ ଛୋଟ  ସଂଗଠନ ହୋଇଥିଲେ ମଧ୍ୟ ଉଭୟ ସ୍ଥଳପଥ ଓ ଆକାଶପଥରେ ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାଏ ।

ଆବଶ୍ୟକ ଦକ୍ଷତା :
  • ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟବାନ୍
  • ନିରାପତ୍ତା ବିପଦ ପରିଚାଳନା
  • ସୁରକ୍ଷା ନୀତି ଏବଂ ପ୍ରକ୍ରିୟା
  • ସମାଲୋଚନାତ୍ମକ ଚିନ୍ତାଧାରା
  • ସମସ୍ୟା ର ସମାଧାନ
  • ଦଳଗତ କାର୍ଯ୍ୟ
  • ଯୋଗାଯୋଗ ଦକ୍ଷତା
ସଫଳତାର କାହାଣୀ

ନୂପୁର କୁଳଶ୍ରେଷ୍ଠ

ନୂପୁର କୁଳଶ୍ରେଷ୍ଠ ୨୩ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବା ପରେ ଭାରତୀୟ ତଟରକ୍ଷୀ ବାହିନୀରେ ଡିଆଇଜି ହେବାରେ ପ୍ରଥମ ମହିଳା ଭାବେ ଇତିହାସ ରଚିଛନ୍ତି । ତାଙ୍କ ସଫଳତା ଅଧିକରୁ ଅଧିକ ଭାରତୀୟ ମହିଳାଙ୍କୁ ତାଙ୍କ ମାର୍ଗ ଅନୁସରଣ କରିବାକୁ ପ୍ରେରଣା ଯୋଗାଇବ ବୋଲି ସେ ବିଶ୍ୱାସ କରନ୍ତି ।


ଉତ୍ସ

ଅଧିକ ସୂଚନା ପାଇଁ, ଆମର ୟୁଟ୍ୟୁବ୍ ଚ୍ୟାନେଲ୍ ପରିଦର୍ଶନ ଜରନ୍ତୁ